STORYMIRROR

Sunanda Mohanty

Romance Tragedy Thriller

3  

Sunanda Mohanty

Romance Tragedy Thriller

ବିଚ୍ଛେଦର ଅନ୍ୟ ନାମ ବିରହ

ବିଚ୍ଛେଦର ଅନ୍ୟ ନାମ ବିରହ

1 min
180

ସୈନିକ ପତ୍ନୀ ଭାରି ନିରିମାଖି 

ଦେଶ ସେବା ପାଇଁ ଗଲେ ତା ପତି 

ଆଖି ଲୁହ ଆଖିରେ ମରେ ହୁଏ ବିରହୀ 

ଦେଶର ରକ୍ଷକ ପାଇଁ ତାର ଗର୍ବ ଓ ଗୌରବ 

ସ୍ୱାମୀ ପାଇଁ ପୂଜା ପାଠ ବ୍ରତ କରେ ବାରମାସୀ 

ଚିଠି ଖଣ୍ଡେ ଅବା ଫୋନ କଲ ଟିଏ ପାଇଗଲେ 

ହୁଏ କିଏ ଉଦାସି କିଏ ପାଏ ସତେ ଶରଦଶଶୀ 

ଦେଶର ରକ୍ଷାରେ ସୈନିକ ପତ୍ନୀ ନିଜକୁ କରେ ପିଆସୀ 

ନିଜ ପ୍ରେମ ଓ ପ୍ରଣୟ ବଳିଦେଇ ଦୁଃଖେ ଥାଏ ବାରମାସୀ 

ବିରହ ଯାତନା ବିଚ୍ଛେଦ ବେଦନା ସହି ସହି 

ହୁଏ ସୌଭାଗ୍ୟବତୀ ସାହସୀ 

କିଏ କିଏ ପୁଣି ସଙ୍ଗରେ ରହି ଚାହିଁରହେ 

ଫେରିବା ବାଟ ଶୁଭ ମନାସୀ 

ଦେଶର ସୈନିକ ବୀର ଯବାନ ବୋଲାଏ 

ପତ୍ନୀର ବିଶ୍ୱାସ ଭରସା ଭିତରେ ଶହୀଦ କିଏ ହୁଏ 

ବିଚ୍ଛେଦ ବିରହ ଦେଶ ପାଇଁ ବୋଲି କହି ତାକୁ 

ସର୍ବସଂହା ମାଆ ହୁଅନା ଅଣନିଶ୍ୱାସୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance