STORYMIRROR

Debendra Mishra

Romance

3  

Debendra Mishra

Romance

ବିଚ୍ଛେଦ

ବିଚ୍ଛେଦ

1 min
136

ମିଳନ ଓ ବିଚ୍ଛେଦ ପରସ୍ପର ପରିପୂରକ

ଚକୋରି ତ ଅଭିଶାପ ଗ୍ରସ୍ତ,ତେଣୁ

କାମରେ ସଦା ଜର୍ଜରିତ,

ପ୍ରଭୁ ଦଶରଥ ପୁତ୍ର ବିଚ୍ଛେଦରେ

ମର୍ମାହତ ହୋଇ ଥିଲେ,ଜୀବନ

କଣ୍ଟକିତ,ଏଠାରେ ଫୁଲ ଅପେକ୍ଷା

କଣ୍ଟା ଅଧିକ,ତେଣୁ ପାଦ ପକାଇବା

ଆଗରୁ ଟିକିଏ ଚିନ୍ତା କରିବା ବିଧେୟ

କୋଇଲି ବସାରେ ପୁଣି କାଉର

ପ୍ରାଦୁର୍ଭାବ,ରାବଣର କୁକର୍ମ ଯୋଗୁଁ

ରାମଚନ୍ଦ୍ର ପତ୍ନୀ ବିଛେଦରେ ଭାଙ୍ଗି

ପଡିବାରୁ ରାବଣ ନିହତ ହେଲା l

ଯମୁନା ସଦା ଅନ୍ତଃସଲିଲା,ତାର

ସମୁଦ୍ର ସହିତ ମିଳନ,ତାର 

ଚକୋର ଚୋକୋରୀର ବିଚ୍ଛେଦ

ଦର୍ଶନରେ ସେ ମର୍ମହିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance