STORYMIRROR

Jyoti Jyoti

Romance Tragedy

2  

Jyoti Jyoti

Romance Tragedy

ବିଚ୍ଛେଦ ଦେଇଛି ଦରଦ

ବିଚ୍ଛେଦ ଦେଇଛି ଦରଦ

1 min
21

ଆମ ପ୍ରେମର ବିଚ୍ଛେଦ

ଦେଇଛି ହୃଦୟେ ଦରଦ ||

 ଲୁହ ସବୁ ଆଜି ଆଖିର 

ଛାତିରେ ବାନ୍ଧିଛି ଜମାଟ ||

ଓଠର ଶବ୍ଦ ସବୁ ଆଜି

ମୋ ବାଷ୍ପରୁଦ୍ଧ କଣ୍ଠେ ଅଟକ ||

କିଏ ବା ପଢିବ ଆଖିର ଭାଷାକୁ 

ଆଉ ବୁଝିବ ଏ ମନର ବେଦନା ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance