STORYMIRROR

Ghanashyam Biswal

Fantasy Inspirational

3  

Ghanashyam Biswal

Fantasy Inspirational

ଭୟ

ଭୟ

1 min
291

ହେ ଭୟ

ମୁଁ ଶୁଣିଛି

ତୁମେ କୁଆଡେ ନିଜର ସାମର୍ଥ୍ୟକୁ ନେଇ

ବେଶ ଗର୍ଵକର l

ଆକ୍ରମଣ କରି ନିରସ୍ତ୍ରମାନଙ୍କୁ

ଅଚିରେ ପରାସ୍ତ କରି ଖୁସି ହୁଅ

ମୁଁ ବି ଭଲଭାବେ ଜାଣିଛି..

ତୁମେ ଭୀରୁ ଓ କାପୁରୁଷମାନଙ୍କୁ

ତୁମ ତୁଚ୍ଛ ଆବେଗରେ ଫାଶୀ ଦେବାରେ

ସିଦ୍ଧହସ୍ତ....

ହେଲେ ତୁମକୁ କାହିଁକି ବ ଡରିବ ବୀର

ତୁମକୁ ନିମିଷକେ ନିଶ୍ଚିହ୍ନ କରି

ତୁମର ଗର୍ବ ଓ ଗାରିମାକୁ ପାଉଁଶ କରି

ଦଳି ଚକଟି ଦେବାର ସାହସ ଓ ଶକ୍ତିର ଅଧିକାରୀ ସିଏ

ପାରିବ ଯଦି ବୀରକୁ ସାମ୍ନା କର

ଏ ଦୁନିଆ ଜାଣିବ ତୁମର ଯଶ...

ନହେଲେ.........



Rate this content
Log in

Similar oriya poem from Fantasy