ଭୁଲ ଠିକଣା
ଭୁଲ ଠିକଣା
ଠିକଣା ମୋ ଖୋଜୁ ଖୋଜୁ
ଜୀବନ ମୋଡ଼ ରେ
ପାଇଲି ଭୁଲ ଠିିକଣାଟି ଏ ।
ଯେଉଁଁଠି ନଥିଲା,
ପରିିିଚୟ କି ପରିିିଚିତ
ସମ୍ପର୍କର ଅଡୁଆ ତଡୁୁଆ ଖିଅ
ଫିକା ଫିିକା ମମତା
ଉପହାସ କରୁଥିଲା ମୋତେ
ଠିକଣା ମୋ ପଚାରୁ ଥିିଲା
ଅନେକ ସମୟରେ ।
ଠିକଣା ମୋ ହଜିିି ଯାଇଛିି
କେଉଁ ଜହ୍ନ ରାଇଜ ରେ ଵୋଲି ତ
ଖୋଜୁଛି ମୁଁ ଏକ ଭୂଲ ଠିକଣାା ରେ ......
