STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଭ୍ରମଣ

ଭ୍ରମଣ

1 min
256

ପିଲାବେଳୁ ମନଥିଲା ଯିବି ଥରେ ପୁରୀ

ଦର୍ଶନ କରିବି ଯାଇ ଜଗନ୍ନାଥ ହରି

ଭାଇ ଭଉଣୀ ସାଙ୍ଗରେ ନେଇ ପରିବାର

ଦରଶନେ ମିଳିଥାଏ ପ୍ରଶାନ୍ତି ଅପାର

ଯେବେ ଯେବେ ରଥଯାତ୍ରା ରଥ ଯାଏ ଗଡି

ଦରଶନ ଅଭିଳାଷା ମନେ ଯାଏ ବଢି

ଯେତେ ଇଚ୍ଛା ଯେତେ ଚେଷ୍ଟା ସଫଳ ନହେଲା

ଏପରି ଭାବରେ କେତେ ଦିନ ଗଡି ଗଲା

ଶେଷରେ ବିବାହ ପରେ ଯୋଡି ହୋଇ ଗଲୁ

ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଲୁ

ମହାପ୍ରଭୁଙ୍କ ଭଣ୍ଡାରେ ଅପାର କରୁଣା

ଦରଶନ ମାତ୍ରେ ଦୁଃଖ ହୋଇଯାଏ ଉଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract