STORYMIRROR

Bhakta Charan Sunani

Romance

4  

Bhakta Charan Sunani

Romance

ଭଲପାଏ ବୋଲି ତମକୁ

ଭଲପାଏ ବୋଲି ତମକୁ

1 min
265

ଭଲପାଏ ବୋଲି ତମକୁ ମୁଁ ପ୍ରିୟା

ନିଜକୁ ଯାଇଛି ଭୁଲି

ଗହନ ରାତିର ବେସୁରା ନିଦରେ

ମରୁଛି ତମକୁ ଭାଲି।


ଭୁଲିବାକୁ ଯେବେ ମୋ ମନ କହୁଛି

ହୃଦୟ କରୁଛି ମନା

କେମିତି ଭୁଲିବି ତମକୁ ମୁଁ ସାଥି

ତମେ ଯେ ମୋ ପ୍ରିୟତମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance