STORYMIRROR

Goutam Mohanty

Romance

2  

Goutam Mohanty

Romance

ଭଲ ପାଇ ତତେ ଭୂଲ୍ କରିଦେଲି

ଭଲ ପାଇ ତତେ ଭୂଲ୍ କରିଦେଲି

1 min
347

ଭଲ ପାଇ ତତେ ଭୂଲ କରିଦେଲି 

  ନ ଜାଣି ହୃଦୟ ତୋର

ଛଳନାରେ ତୋର ଅନ୍ଧ ହୋଇଗଲି 

  ଭାବିଲି ତୋତେ ନିଜର

ଏକା ଏକା ସାଥୀ କେମିତି ବଂଚିବି 

   ଲାଗୁଛି ବହୁତ ଡର

କଥା ଦେଇଥିଲୁ କରିବୁନି କେବେ 

  ହୃଦୟ ରୁ କେବେ ଦୂର

 

ଯଦି ଭଲ ପାଇବାର ଥିଲା 

 ଭୁଲି ଗଲୁ କହ କାହିଁକି 

ଯଦି ଭୁଲିବାର ଥିଲା 

 ଭଲପାଉ ଥିଲୁ କାହିଁକି କାହିଁକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance