STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଭଲ – ମନ୍ଦ

ଭଲ – ମନ୍ଦ

1 min
2.7K


ରୋଗ ଯଦି କିଛି   ନ ଥାନ୍ତା ସଂସାରେ

କିବା ଲୋଡା ଡାକତର

ଚୋରି ଯଦି କେହି    ନ କରିବେ ଏଠି

କେଉଁ କାମ ପୋଲିସିର???


ଦେଶ ଦେଶ ମଧ୍ୟେ   ଶତୃ ନ ରହିଲେ

ସୁରକ୍ଷା କି ଦରକାର

ଏ ସବୁ ନ ଥିଲେ   ବେକାର ଜ୍ଜ୍ୱାଳାରେ

କି ହୁଅନ୍ତା ସଂସାରର???


ଏବେ ଭାବି ଦେଖ  କାହିଁକି ଗଢିଛି

ବିଧାତା ଏହି ପ୍ରକାର

ବଞ୍ଚିବାକୁ ହେଲେ  ଖାଲି ଭଲ ନୁହେଁ

ମନ୍ଦର ବି ଦରକାର



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational