STORYMIRROR

Balabanta Swain

Romance Classics Others

3  

Balabanta Swain

Romance Classics Others

ଭିଜା ପ୍ରୀତି

ଭିଜା ପ୍ରୀତି

1 min
33

ହେଇଯାତୁ ଫୁଲ ମୁଁ ହେବି ଭ୍ରମର

ଚୁମିବି ପାଖୁଡ଼ା ତୋର

ରହିଯିବି ତୋର ପାଖୁଡ଼ା ଭିତରେ

ପ୍ରେମ ମୋହନେ ଆତୁର


ହେଇ ଯାତୁ ଚାନ୍ଦ ମୁଁ ହେବି ଯୋଛନା

ରହିଥିବି ସଦା ପାଶେ

ହେଇ ଯାତୁ ବର୍ଷା ମୁଁ ହେବି ବାଦଲ

ବାଜିବି ତୋ ଦେହେ ସ୍ପର୍ଶେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance