STORYMIRROR

kamal kumar dash

Romance

3  

kamal kumar dash

Romance

ଭିଜା ଭିଜା ମାଟିର ବାସ୍ନାରେ

ଭିଜା ଭିଜା ମାଟିର ବାସ୍ନାରେ

1 min
191

    

      ତୁମେ କେବେ ମନେପଡ଼ 

     ଭିଜା ଭିଜା ମାଟିର ବାସ୍ନାରେ 

      ଝିପି ଝିପି ବର୍ଷା ଭିଜା 

      ଘାସ ଗାଲିଚାରେ (୧)


      ଇନ୍ଦ୍ରଧନୁ ରଙ୍ଗ ଆଉ 

      ଭସା ଭସl ବାଦଲ ଭିତରେ 

      ଗାଁ ଚlଳୁ ଝରୁଥିବା 

       ଥପ ଥପ ବରଷl ବୁନ୍ଦାରେ (୨)


       ଜାଣି ମୁଁ ପାରେନା ଏତେ 

       ତୁମେ କାହିଁ ମନେ ପଡ଼ 

      ଅଙ୍କl ବଙ୍କା ଦୁନିଆଁ ବାଟରେ 

       ଆଉ ସ୍ୱପ୍ନ ଭିଜା ଉଦାସ ରାତିରେ (୩) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance