STORYMIRROR

arun sahoo

Romance Classics Fantasy

3  

arun sahoo

Romance Classics Fantasy

ଭିଜା ଭିଜା ଚନ୍ଦନ

ଭିଜା ଭିଜା ଚନ୍ଦନ

1 min
429

ପ୍ରିୟା ତୋ ଭିଜା ଭିଜା ପଲକରେ

ତୋ ରୁଣୁଝୁଣୁ ଶବଦରେ

ହେଲି ମୁଁ ପାଗଳ

ତୋର ଥିରିଥିରି ଓଠର ମତୁଆଲା କଳକର ।


ପହଲି ବର୍ଷାର ଭିଜା ସିତା ଚାହାଣି

ସତରେ ବର୍ଷାର ଆଗମନାରେ ହୁଏ ଅଥଣି

ଭରିଦେଲ ପଲକରେ ହରଣି

ଖୋଜିଲି ମୁଁ ସାଥି ତୁମ ପାଦର ରାଗିଣୀ ।


ଓହ ଭିଜା ଭିଜା ନୟନେ

ଛୁଇଁ ଦେଲ ମୋତେ ସଗନେ

ଭରିଦେଲ ଲଗନେ ବାସନାର ମହକ

କରିଦେଲ ମଙ୍ଗଳେ ଚନ୍ଦନ ଚନ୍ଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance