STORYMIRROR

Mamatamanjari Das

Classics

2  

Mamatamanjari Das

Classics

ବହି

ବହି

1 min
362

ବହି ,

କାହିଁ କେଉଁ ଆଦିମ କାଳରୁ

ସୃଷ୍ଟି ତାର ଏଇ ଧରା ପୃଷ୍ଠେ

ତାଳପତ୍ର ରୁ ଆରମ୍ଭ ତାର

ଏବେ ଅଛି କାଗଜ ର ରୂପେ

ବହି ,

ଜ୍ଞାନର ଗନ୍ତାଘର ସିଏ

ଜୀବନର ପଥ ପ୍ରଦର୍ଶକ

ଯେତେବି ସାଉଁଟିଲେ ଜ୍ଞାନ

ବହିରୁ କେବେ ହୁଏନି ସମାପ୍ତ

ବହି ,

ସମୁଦ୍ର ପରି ବିଶାଳ ତା ଗର୍ଭ

ଦେଇଜାଣେ ଖାଲି

ନିଏ ନାହିଁ କିଛି

ତା'ଭିତରେ ଭରିଅଛି ଅସରନ୍ତି ଜ୍ଞାନ

ବହି ,

ଉପହାର ଦେବା ଆମେ

କରିବା ଜ୍ଞାନର ବିକାଶ

ତା' ଠାରୁ କରିବା ଆମେ ଜ୍ଞାନ ଆହରଣ

ଚଉଦିଗେ ଭରିବା ଜ୍ଞାନର ସୁବାଷ



Rate this content
Log in

Similar oriya poem from Classics