ଭାରତୀୟ ରେଳ
ଭାରତୀୟ ରେଳ


ଛୁକ୍ ଛୁକ୍ ଦଉଡେ ରେଳଗାଡି,
ଡବା ଲାଗିଅଛି ଧାଡିକୁ ଧାଡି ।
ରିଚାର୍ଡ ତିଆରି କଲେ ରେଳଗାଡି,
ଷ୍ଟିଫେନସନ୍ ଦେଲେ ଇଞ୍ଜିନ ଯୋଡି।
ଦୌଡ଼ି ଚାଲେ ନମାନି ରାତି ଦିନ,
ପଛରେ ଗାର୍ଡବାବୁ ଆଗେ ଇଞ୍ଜିନ ।
ଡିଜେଲ ବିଜୁଳି ତା'ର ଆହାର,
ଲୌହପଥ ଗାମିନୀ ନାମ ତାହାର ।
ong>ଦୂର ଦୂରାନ୍ତରୁ ଲୋକଙ୍କୁ ଧରି, ପହଞ୍ଚାଇ ଦିଏ ଡେରି ନକରି। ସମୟାନୁସାରେ କରେ ଉନ୍ନତି, ବୁଲେଟ୍ ଟ୍ରେନ୍ ଆଜି କରେ ପ୍ରଗତି । ତା'ଯୋଗୁଁ ଅର୍ଥନୀତି ହୁଏ ପ୍ରଗତି, ପର୍ଯ୍ୟଟନ କ୍ଷେତ୍ରରେ ଯୋଗାଏ ଭିତ୍ତି । ଭାରତୀୟ ରେଳ ଆମ ଅଭିମାନ, ଭାରତ ଆମର ଅଟଇ ମହାନ।