Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Children

3  

Kalpana Kumari Pradhan

Children

ଭାଲୁ ଭାଇନା

ଭାଲୁ ଭାଇନା

1 min
153


ବିଲୁଆ 'ନନା ' ବିଲୁଆ 'ନନା '

        ଟିକିଏ ପଛକୁ ଅନା

ପଛରେ ଆସୁଛି ଥରି ଥରି

        ଆମ ଭାଲୁ ଭାଇନା l


ଚାଲାକ ପଣରେ ନୁହେଁକେ ସରି

     ଜଙ୍ଗଲରେ ଆପଣାର ସବୁରି

ଭାଲୁ ଭାଇନା ଘରେ ଚୋରି

     ପଡିଛି ସାରା ମୁଲକେ ହୁରି l


ରାଗରେ ଭାଇନା ଛାଡଇ ରଡି

     ସର୍ବେ ଡ଼ରୁଛନ୍ତି ଯିବାକୁ ମାଡି

ମହୁ ମାଠିଆକୁ ଆଣ ଭିଡି 

     କହଇ ମୁହଁକୁ ଝାଡ଼ି l


ବିଲୁଆ ନନା ଭାରି ସିଆଣି

    ଧରିଛି ଯତନେ ମହୁଚୋରଣୀ

ମାଙ୍କଡ଼ ନାନୀତ ଲୋଭରେ ପଡି

    କହିଲା କରମ ବଖାଣି l


ମାଙ୍କଡ଼ ନାନୀକୁ ଦେଲା ବଞ୍ଚାଇ

     ମହୁମାଠିଆକୁ ପତ୍ରେ ଘୋଡାଇ  

ପତ୍ର ତଳେ ମାଠିଆ, ମିଛେ 

        ଭାଇନା ହେଉଛ ବାଇ l

     

    


    


        

     

       


Rate this content
Log in

Similar oriya poem from Children