STORYMIRROR

Chittaranjan Lenka

Abstract Inspirational

1  

Chittaranjan Lenka

Abstract Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
3.2K


ଭଉଣୀର କଥା ଯେଉଁ ଭାଇ ପାଇଁ

ଯେତେ ମିଠା ଲାଗୁଥାଏ

ତା କଥାରେ ଯଦି ଅଭିମାନ ଥାଏ

ତା ଠାରୁ କି ମିଠା ନୁହେଁ ?

ଭଉଣୀର ହସ ଯେଉଁ ଭାଇ ପାଇଁ

ଯେତିକି ଆନନ୍ଦ ଦିଏ

ରୁଷି ଯାଇ ଯଦି ଟିକେ ହସି ଦିଏ

କି ସୁନ୍ଦର ଲାଗେ ହାଏ ?

ଭଉଣୀରର ଦୁଃଖ ଯେଉଁ ଭାଇ ପାଇଁ

ଯେତିକି ଯାତନା ଦିଏ

ଭାଇ ଯଦି ଦୁଃଖ ଫେଡି ନ ପାରଇ

ତା ଠାରୁ କି କଷ୍ଟ ଥାଏ ?

ଚିତ୍ତରଞ୍ଜନ ଲେଙ୍କା

କଟକ


Rate this content
Log in

Similar oriya poem from Abstract