STORYMIRROR

Chittaranjan Lenka

Inspirational Abstract Others

3  

Chittaranjan Lenka

Inspirational Abstract Others

ଭାବଗ୍ରାହୀ

ଭାବଗ୍ରାହୀ

1 min
13K


ପତର ସହିବା ଯା ପାଇଁ କଠିନ

ତା ମୁଣ୍ଡରେ ଦେଲେ ପଥର ଥୋଇ

ସତରେ କି ସିଏ ଜୀବନ ପାଇବ

ନିଜେ କୁହ ତୁମେ ହେ ଭାବଗ୍ରାହୀ ?

ଦୁଷ୍ଟଙ୍କୁ ଛେଦନ ପ୍ରଭୁ ତୁମ କାମ

ସୁଦର୍ଶନ ଯାଏ ସେ କାମ କରି

ତୁମ କୃପାଜଳେ ବୁଡାଇ ବୁଡାଇ

ମୋ ଦୁଷ୍ଟ କର୍ମ କୁ ଦେବ କି ମାରି ???

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational