STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭାବ ଥିଲେ

ଭାବ ଥିଲେ

1 min
174


ତୁମ ପଦ୍ମପାଦେ

ଭାବ ରଖି ପ୍ରଭୁ

ବାହି ନେଉଛି

ମୋ ଦିନ

ପ୍ରତି ନିମିଷେ

ହଟନାହିଁ ତୁମ

ପାଦ ରୁ ମୋ ଧ୍ୟାନ

ଢାଳିଦିଅ କରୁଣା

କାଳେ ହୋଇଯିବି

ମୁଁ ବାଟ ମାରଣା

ସଂସାର ସାଗରେ

ବୁଡି କରାଉ ଥାଅ

ମୋ ଭାବନା ଜାଗ୍ରତ

ନକର କରୁଣା ଉଣା

ରବି ଉଦେ ଦେଖେ

ତୁମ ପ୍ରତିମୂତ୍ତି

ମାଳାରେ ଜପେ 

ତୁମ ନାମ ଶୟନେ

ସପନେ କରିଛି

ଗଣ୍ଠି ମାଳ 

ମାରିଲେ ମାରିବ

ତାରିଲେ ତାରିବ

ମଥାପାତି କରୁଛି

ଶତ ଶତ ପ୍ରଣାମ

ଆହେ ଦୟାମୟ

ଘେନ ମୋ ନିବେଦନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational