STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

3  

ନାୟକ ଅକ୍ଷୟ ରାଜହସ୍ତୀ

Romance

ଭାବ ସୁଆଦ

ଭାବ ସୁଆଦ

1 min
210

ଅକୁହା କଥା

ଭରେ ମାଦକତା

ବୟସର ତାଳେ ତାଳେ ।

ଅପ୍ରିୟ ସତ୍ୟ

ହୁଏ ଜୀବନ୍ତ

ଆୟୁଷ ରଙ୍ଗ ବୋଳେ ।।

ଆଦେଖା ଚିତ୍ର

ହୁଏ ଚରିତ୍ର

ଭାବନା ଦୋଳି ରେ ଖେଳେ।

ଭାବ ସୁଆଦ

ଦିଏ ଆହ୍ଲାଦ

ସମ୍ପର୍କ ଫୁଲ ତୋଳେ ।।

ବାସ୍ନା ବିଭୋର

ଜ୍ୟୋତ୍ସ୍ନା ବିଭାର

ଜାଉଁଳି କବାଟ ଖୋଲେ ।

ଦୃଷ୍ଟି ସମ୍ୟକ

ସୃଷ୍ଟ ସ୍ମାରକ

ହୃଦ କଳ୍ପ କୁଞ୍ଜ ମୂଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance