STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବେପାରୀ,,,,,,,,,,,,,,,ବେପାରୀ

ବେପାରୀ,,,,,,,,,,,,,,,ବେପାରୀ

1 min
212


ବେପାରୀ ଅରଜଇ ସମ୍ପଦ

ଲାଭ ତାର ଅଟଇ ବାଣିଜ୍ୟ

ବସତେ ଲକ୍ଷ୍ମୀ ର ସ୍ବରୂପ

କିବା ଦିନ କିବା ରାତ୍ରି

ସଦା ଧାଆଁ ଧପଡ ହୋଇ

କରିଥାଏ ସେ ବଣିଜ

ଯେଉଁ ଠାବେ ଲାଭ ପାଏ

ସେହି ସ୍ଥାନ କୁ କରି ଥାଇ

ନିଜ ଯାତ୍ରା ର ଆରମ୍ଭ

ସଦା ଜଗି ରଖେ ସୁଯୋଗ

ଗରାଖଙ୍କୁ ରଖିଥାଇ ନଜର

କାଳେ ପଡିଯିବ କ୍ଷତୀରେ

ସେଥି ସକାଶେ କରଇ

 ସଦା ଭାଗ ମାପ

ପଡି ଗଲେ ଦଇବର

କରାଳ ଦୃଷ୍ଟି ପଡିଲେ

ଆସି ଠିଆ ହୁଏ ବିପଦ

ସହି ବାକୁ ସଜାଗ ହୁଏ

 ଲଢିବାକୁ ପ୍ରମାଦ

ଦୁଃଖ ସୁଖ ସହି

ସେ ବଢାଏ ଦେଶର 

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational