STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ବେନାମୀ ଚିଠି

ବେନାମୀ ଚିଠି

1 min
141

ନୟନ ଦୁଇଟି ମୋର ଗଙ୍ଗା, ଯମୁନା

ପଣତ ଭିଜିଛି ଆଖି ଲୁହରେ

ଲୁହର ବି ଭାଷା ଥାଏ

କୋହର ବି ଭାଷା ଥାଏ

ଲୁହ ଆଉ କୋହର ଗୋଟିଏ ଭାଷା

ଚିଠି ଏବେ ଲେଖିବାକୁ ପଡେ

କେବେ ଲୁହରେ କେବେ ଲହୁରେ

ହେଲେ ଚିଠି କିନ୍ତୁ ଅପଢା ରହିଯାଏ

ଲୁହ ଭିଜା ଜୀବନଟା କେତେଦିନ ଆଉ

ପ୍ରତୀକ୍ଷା କରିବ, ଚିଠି ତାର କିଏ ପଢ଼ିବ

ଏ ଚିଠି ନୁହେଁ, ଐସୂର୍ଯ୍ୟର, ଅଭିଜାତ୍ୟର, ଅହଂକାରର

ଏ ଚିଠି ଲୁହ ଆଉ କୋହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Tragedy