STORYMIRROR

Hitesh Mohapatra

Tragedy Classics Inspirational

2  

Hitesh Mohapatra

Tragedy Classics Inspirational

ବେଲଜ୍ୟା

ବେଲଜ୍ୟା

1 min
7

ହାରିଯାଇ ଥିବା ମଣିଷର

ଭଗବାନ ସାହା

କ୍ଷଣକେ ଉନ୍ନତିରେ

ମଣିଷ ନିଜର ପିଠିକୁ ଥପ ଥପାଇ

କରିଥାଏ ବାହା ବାହା ।


ସେହି ମଣିଷ, ଦୁଃଖରେ

ଡାକେ ନିରାକାରକୁ

ଏତେ ଭି ବେଲଜ୍ୟା ପ୍ରକାରେ

କେମିତି ମଣିଷ ଗଢ଼ିଲା ନିଜକୁ

କି ବେଲଜ୍ୟା ଏ ମଣିଷ ଆହା।


Rate this content
Log in

Similar oriya poem from Tragedy