STORYMIRROR

Manash ranjan Pattanayak

Abstract

2  

Manash ranjan Pattanayak

Abstract

ବଡ ଦିନ

ବଡ ଦିନ

1 min
353

ଏଥେନ୍ସ ଜାଗାରେ ଜନ୍ମ ନେଲେ ଯୀଶୁ ଖ୍ରୀଷ୍ଟ 

ଇଶ୍ବର ସ୍ବରୁପ ରୂପ ସଭିଁଙ୍କର ଇଷ୍ଟ 

ସେ ମହାପୁରୁଷ ପାଦେ କୋଟି ଦଣ୍ଡବତ 

ଦୃଢ ଇଛା ଶକ୍ତି ତାଙ୍କ ଜୀବନର ବ୍ରତ୍ତ

କୁଆଁ କୁଆଁ ରାବ ଦେଲେ ମେଷ ଗୁହାଳରେ

ମର୍ତ୍ତ୍ୟକୁ ଓହ୍ଲାଇଛନ୍ତି ମାନବ ଦେହରେ

ବଡ ଦିନ ଖ୍ରୀଷ୍ଟ ମାସେ ଜନ୍ମ ନେଲେ ଯୀଶୁ 

ଖୁସି ମନେ ଆନନ୍ଦିତ ହୋଇ ଆମେ ହସୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract