STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ବୈଶାଖି 

ବୈଶାଖି 

1 min
358


ବୈଶାଖର ବୈଶାଖି ଖରା 
ଶୁଖାଇଦିଏ ଧରା 
ବର୍ଷା ଆସିବକି ନହେଲେ ଖରା 
ଧରା ଦିଶିବକି ନିର୍ମଳ ତୋରା 
ଜଗନ୍ନାଥଙ୍କ ଟଙ୍କ ତୋରାଣୀ ଆସରା 
ପଣା ସଂକ୍ରାନ୍ତି ନିଆରା 
ପେନ୍ଥି ପେନ୍ଥି ପୁଲ ଝରା 
ଗଛର ଛାଇରେ ପଥିକ ମାରି ହାଇ 
ଭାବେ ଗଛ ଲଗାଇବା ସାରା 
ବୈଶାଖି ଝାଞ୍ଜି 
ଦହି ପଖାଳ କାଞ୍ଜି 
ସୁଆଦ ସାରା 
ଗରମ ଦିନ ଲସି ହିଁ ତୋରାଣୀ 
ଗାଧୁଆ ଗରା 
ମାଜିମୁଜି ଚକଚକ ବୋଉର ଇସାରା 
ଭାଉଜ ବୁଝନ୍ତି 
ଥୁଅନ୍ତି ସୁରେଇ ପସରା 
ଜଳ ବିହୁନେ ସୃଷ୍ଟି ନାଶ ବୁଝି 
ଜଳ ଅପଚୟ ଅପବେୟ ନକରିବା ପରା 
ଖରା ଶିଖାଏ ତୋରା 
 ସୂର୍ଯ୍ୟଙ୍କୁ ଜଳଲାଗି ଭାବ ଭକ୍ତି ତୋରା
ଖରା ଭାରି ନିଆରା ନିଆରା 
ଅନୁଭବ ଅନୁଭୂତି ବଞ୍ଚିବା ସାହାରା 
ଜାଗାଏ ଇସାରା 
ସ୍ବଛ ଓ ସ୍ୱଚ୍ଛତା ପାଇଁ ଖରା 
ନିଶ୍ଚୟ ସ୍ୱାସ୍ଥ୍ୟପ୍ରଦ ଅସରା ଆସରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action