STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବାଟ

ବାଟ

1 min
11.8K

 

କିଏ ଦେଖାଏ ବାଟ 

କିଏ ପଢ଼ାଏ ପାଠ 

ସେହି ପୂଜ୍ୟ ବରିଷ୍ଠ 

ହେବାକୁ ଏକଦମ ନୀତିନିଷ୍ଠ 

ଶିକ୍ଷା ସଂସ୍କୃତି ପରମ୍ପରା 

ସତମାର୍ଗ ସତକର୍ମ ସାରା 

ରଖିବାକୁ ଭାଇଚାରା 

ବୟସ୍କ ଅଟନ୍ତି ସାହାରା 

ପାପ ଓ ପୂଣ୍ୟର ମଝିରେ 

ଜନ୍ତୁପତିଙ୍କ ଭୟରେ 

ଗୁରୁଜନଙ୍କ ଆର୍ଶିବାଦରେ 

ପ୍ରଣମି ତାଙ୍କରି ପୟରେ 

ନଥିବ ଜୀବନେ ଭୟରେ 

ଉଚିତ ଅନୁଚିତ ଅର୍ଥ 

ଅନୁଶାସନ ନୁହେଁ ବେର୍ଥ 

ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥ 

ଦେଶର ଗୌରବେ ହିଁ ହିତ 

ପଦାଙ୍କ ଥିଲେ ଅନୁସରି 

ଫିଟିବ ବଳେ ଭାଗ୍ୟ ଡୋରି 

ଦୁଃଖର ନଦୀ ହେବା ପାରି

ଶାନ୍ତି ମୈତ୍ରୀ ପ୍ରୀତି ଅନୁସରି 

ଧର୍ଯ୍ୟ ସାହସ ଦେବେନିଶ୍ଚେ ହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational