STORYMIRROR

arun sahoo

Romance Classics Inspirational

3  

arun sahoo

Romance Classics Inspirational

ବାସନ୍ତୀ ଅପା

ବାସନ୍ତୀ ଅପା

1 min
130

ମୋ ବାସନ୍ତୀ ଅପା ମୋ ବାସନ୍ତୀ ଅପା

ଅତି ନିଜର ଲାଗିଲ ପ୍ରଥମ ଦେଖାରେ

ସ୍ପର୍ଶ ଅନୁଭବ କଲି ତୁମ ଚେତନାର

ତୁମେ ରାଗର ରାଗିଣୀ ଅଭିମାନୀନି

ତୁମେ ବସନ୍ତ ମଳୟର ପ୍ରୀତିର ବାସନ୍ତୀ ।


ତୁମେ ମନେପକାଇଲ ଅତିତର ସ୍ମୃତି

ତୁମଜ ବାଣ୍ଟିଦେଲ ମୁରୁଜ ଛାଟି

ତୁମେ ଶିତେଇ ସକାଳର କାକରବିନ୍ଦୁ

ତୁମେ ସ୍ନେହ ପ୍ରେମର ବିନ୍ଦୁସାଗର

ତୁମେ ହିଁ ବର୍ଷା ତୁମେ ହିଁ ବାସନ୍ତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance