ବାପା
ବାପା
ବାପା !
ଏ ଜୀବନ ଯାତ୍ରାର
ପ୍ରଥମ ନାୟକ
ଉଡିବାକୁ ଡେଣା ଦେଇ
ନୀଳାଭ ଗଗନ କଲେ
ସୁଗମ୍ୟ ସଳଖ ।।
ବାପା !
ଦୀପ୍ତିମନ୍ତ ଜ୍ୱଳନ୍ତ ପ୍ରଦୀପ
ନୀଜେ ଜଳି ଜାଳି ଦେଲେ
ସୁଖର ଆଲୋକ ।।
ବାପା !
ଚଳମାନ ଜୀବନ୍ତ ଠାକୁର
ମୋ ଧାରେ ହସ ପାଇଁ ଯେ
ଢାଳି ଦ୍ୟନ୍ତି ନିଜ
ଆଶିର୍ବାଦ ଧାର ।।
ବାପା !
ଏ ଜୀବନ ଯାତ୍ରାର
ପ୍ରଥମ ନାୟକ
ଉଡିବାକୁ ଡେଣା ଦେଇ
ନୀଳାଭ ଗଗନ କଲେ
ସୁଗମ୍ୟ ସଳଖ ।।
ବାପା !
ଦୀପ୍ତିମନ୍ତ ଜ୍ୱଳନ୍ତ ପ୍ରଦୀପ
ନୀଜେ ଜଳି ଜାଳି ଦେଲେ
ସୁଖର ଆଲୋକ ।।
ବାପା !
ଚଳମାନ ଜୀବନ୍ତ ଠାକୁର
ମୋ ଧାରେ ହସ ପାଇଁ ଯେ
ଢାଳି ଦ୍ୟନ୍ତି ନିଜ
ଆଶିର୍ବାଦ ଧାର ।।