STORYMIRROR

Gouttam kachim

Inspirational

3  

Gouttam kachim

Inspirational

ବାପା

ବାପା

1 min
185

ଯିଏ ନିଜ ଜୀବନକୁ ବାଜି ଲଗେଇ,

ସଂଘର୍ଷ କରି ଦିଓଳି ଦିମୁଠା,

ଅନ୍ନ ଯୋଗାଏ,

ପୁଅ ଝିଅ ର ଖୁସି ପାଇଁ,

ନିଜେ ଚିରା ଫଟା ପିନ୍ଧି,

ନୂଆଁ ପୋଷାକ କିଣି ଦିଏ,

ନିଜ ଛୁଆର ସୁଖ ପାଇଁ,

ନିଜକୁ ଦୁଃଖି ଟିଏ କରି,

ଛାତି କୁ ପଥର କରି,

ସହିଯାଏ,

ଦୁନିଆର ଶ୍ରେଷ୍ଠ ମଣିଷ,

ସେ ଆଉ କେହି ନୁହନ୍ତି,

ସେତ ଆମ ପୂଜନୀୟ ବାପା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational