ବାପା
ବାପା
ବାପା ଦୁଇଟି ଶଦ୍ଦ
ସେହି ଶଦ୍ଦର ନାହିଁ ସୀମିତ ।
ମୋ ବାପା ଦୂନିଆର ମହାନ ଅଟନ୍ତି
ମାଗିବା ଆଗରୁ ପୂରଣ କରିଥାନ୍ତି ।
ମୋ ବାପାର ଛାତି ଆକାଶପରି ବିଶାଳ
ମୋ ବାପା ଜଟିଳ ପରିସ୍ଥିତିରେ ବି ଲାଗନ୍ତି ସରଳ ।
ବୁଢା ବରଗଛ ପରି ବାପା ଅଟନ୍ତି
ଖରା ବରଷା ଦୁଃଖ କଷ୍ଟରେସାହା ହୁଅନ୍ତି ।
ଜୀବନର ଦ୍ବିତୀୟ ଗୁରୁ ବାପା ଅଟନ୍ତି
ସନ୍ତାନଙ୍କୁ ମୃତ୍ୟୁ ସଂଜୀବନି ଦିଅନ୍ତି
ବିପଦ ଆଗରେ ଢାଲ ହୋଇ ଠିଆ ହୁଅନ୍ତି ।
ବାପା ଆମ ଜୀବନର ମାର୍ଗ ଦର୍ଶକ
ବାପା ଶିଖାଇଥାନ୍ତି ସଫଳତାରେ ହେବାକୁ ଶୀର୍ଷକ ।
ପଡିଗଲେ ପିଲା ମାଆ ଉଠାଇଥାଏ
ବାପା ଉଠିବାକୁ ଶିଖାଇଥାଏ ।
ବାପାଙ୍କୁ କରିବା ଆମେ ସନମାନ
କେବେ କରିବା ନାହିଁ ତାଙ୍କ ଅପମାନ ।
