STORYMIRROR

Sasmaya Behera

Tragedy Inspirational

3  

Sasmaya Behera

Tragedy Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
167

ମାଆ ଓ ଶାଶୁ ତ ଏକ ଅଟନ୍ତି

ତଥାପି କାହିଁକି ଭିନ୍ନ ଲାଗନ୍ତି ।

ମାଆ କହିଥାଏ ଗେଲ୍ଲେଇ ଗେଲ୍ଲେଇ

ଶାଶୁ କହିଥାନ୍ତି ନାକକୁ ଫୁଲାଇ ।


ଝିଅ ବୋହୂ ଏଠି ସମାନ

ଝିଅ ପାଇଥାଏ ଆଦର ଯତ୍ନ

ବୋହୂ ହୋଇଥାଏ ପରଧନ ।

ନାରୀ କରେ ନାରୀ ଉପରେ ଅତ୍ୟାଚାର

କେବେ କଣ ହେବ ନାହିଁ ଏହାର ଉପଚାର ।


ବୋହୂ କର ନାହିଁ ହିନସ୍ତା

ନାରୀ ହୋଇଯିବ ସମାଜରେ ଶସ୍ତା ।

ନାରୀ ମାଅ ଜନନୀ ଜାୟା ଭଗୀନି

ନାରୀକୁ ସମ୍ମାନ ଦିଅ

ନାରୀ ହୋଇଯିବ ପୂର୍ଣ୍ଣ ।


ଶାଶୁ କଣ ମାଆ ର ସ୍ଥାନ ନେଇପାରିବ ନାହି

ବୋହୂ କଣ ଝିଅର ସ୍ଥାନ ନେଇପାରିବ ନାହି ।

ଆସ ଏ ଭେଦଭାବ ଦୂର କରିବା

ଏକ ସୁ୍ସ୍ଥ ପରିବାର ଗଢିତୋଳିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy