STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ବାଲି ତୃତୀୟା

ବାଲି ତୃତୀୟା

1 min
210


ବାଲି ତୃତୀୟା ରେ ପୂଜିବା ଶଙ୍କର ମୂରତି

କାଟି ଯିବ ଜୀବନର ସବୁ ବିପତ୍ତି

ଶିବ ଙ୍କ ଲାଗି ବ୍ରତ କରିବା

ମନଧ୍ୟାନ ଦେଇ ପୂଜା କରିବା

ମୃତୁଞ୍ଜୟ ରୂପେ ତୁମେ ବିଖ୍ୟାତ ହୋଇଛ

ଯୁଗେ ଯୁଗେ ପୂଜା ପାଉଅଛ

ତୁମେ ଯୋଗୀ ତୁମେ ବୈରାଗୀ ଭୋଳା ଶଙ୍କର

ତୁମରି ଚରଣେ ଘେନ ପ୍ରଣତି ମୋହର

ତୁମ ପାଇଁ ଭକ୍ତ ସମର୍ପିତ ହୁଏ

ବିଶ୍ୱାସ ଦୀପାଳି ସଦା ଜାଳି ଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational