STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ବାହାରେ ବର୍ଷା

ବାହାରେ ବର୍ଷା

1 min
223

ସକାଳର ସୁଲୁସୁଲିଆ ପବନ

ବହୁଛି ଉତ୍ତର ଦିିଗରୁ

ଡ୍ରଇଁରୁମରେ ବସିି

କଣ ଗୋଟିଏ କବିତା

ଲେଖିବି ଭାବୁଥାଏ

ହଠାତ ଝରକା ବାହାାରେ

ବର୍ଷା ତୁହାକୁ ତୁହା

ସାଥିରେ କୋହଲା ପବନ ାାାା

ଝରକା ଫାଙ୍କରେ

ପଡୁଥାଏ ବର୍ଷା ପାଣିର ଛିଟା ା

ଘର ସାମ୍ନନାରେ

ସୋରିଷ ଫୁଲର ସୁନ୍ଦରକ୍ଷେତ

ସୂର୍ଯ୍ୟ କିରଣରେ

ଦୄୄୄୄୄୄୄୄୄୄୄୄୄୄଶ୍ୟଟି ଅତି ମନଲୋଭା ଦିଶେ ାା

ନଦୀ ବନ୍ଧରେ ଶୋଭା ପାଉଥାଏ

କାଶତଣ୍ତ ଫୁଲର ସମ୍ବାର

କବାଟ ଆଢୁଆଳରେ

ନୂଆବୋହୁର ଖିଲି ଖିଲି ହସ ାା

ଆକାଶରେ ପକ୍ଷୀଙ୍କର

ଗୁଣୁ ଗୁଣୁୁ ଗୀତ 

ଆନନ୍ଦ ଭରିିଦିଏ 

କବିର କଲମ ମୁନରେେ

ଅଦିନିଆ ବର୍ଷାର କବିତା

ସବୁଦିନ ପାାଇଁ

ମୋ କବିତା ମାଧ୍ୟମରେ ାାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance