Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ବାଃ ରେ ଦାରିଦ୍ର୍ୟ

ବାଃ ରେ ଦାରିଦ୍ର୍ୟ

1 min
481


ସୃଷ୍ଟି ଆରମ୍ଭରୁ ଦାରିଦ୍ର୍ୟ ରହିଛି

  ପ୍ରଳୟାନ୍ତେ ରହିଥିବ

ପ୍ରସ୍ତରଯୁଗରୁ ପରମାଣୁ ଯାଏ

  କ୍ଷୟ କେବେ ନହୋଇବ |


ସତ୍ୟଯୁଗେ ଥଲେ ଭିକ୍ଷାର୍ଥୀ ବ୍ରାହ୍ମଣ

  ବଳୀ ଠାରୁ ନେଲେ ଧନ 

ତ୍ରେତୟା ଯୁଗରେ ଭିକାରୀ ବେଶରେ

  ସୀତା ହରେ ଦଶାନନ |


ଦ୍ୱାପରରେ ଥିଲା ସୁଦାମା ବ୍ରାହ୍ମଣ

    ଚଳୁଥିଲା ଭିକ୍ଷା କରି

ପ୍ରଧାନ ସଚିବ ହସ୍ତିନା ରାଜ୍ୟର

    ବିଦୁର ଗରିବ ଭାରି |


କଳିଯୁଗେ କିନ୍ତୁ ଗରିବୀ ବିରୁଦ୍ଧେ

   ଚାଲିଛି ଘୋର ସଂଗ୍ରାମ

ଗରିବକୁ ନେଇ ଚାଲେ ରାଜନୀତି

   ଗରିବ ନେଲେଣି ନାମ |


ଦାରିଦ୍ର୍ୟର ସୀମା ରେଖାତଳେ ଆଜି

   ଅଶି ପ୍ରତିଶତ ଲୋକ

ଯୋଜନା ଚାଲିଛି ଭଳିକି ଭଳିକି

   ଭୋକିର ନମରେ ଭୋକ |


ସ୍ୱାଧୀନତା ପ୍ରାପ୍ତି ତେସ୍ତରି ବର୍ଷ

   ହୋଇଲାଣି ଅତିକ୍ରାନ୍ତ

ରାସନ କାର୍ଡ ସାଙ୍ଗକୁ ସର୍କାର

   ଖୋଲିଲେଣି ଅନ୍ନଛତ୍ର |


ପ୍ରକୃତ ଗରିବ ଚିହ୍ନଟ ହେଉନି

   ନକଲି ଗରିବ ବୃଦ୍ଧି

ଆହେ ଦୟାମୟ ହୁଅନ୍ତୁ ସହାୟ

  ହଟୁ ଭିକାରିଆ ବୁଦ୍ଧି |

  

   


Rate this content
Log in

Similar oriya poem from Inspirational