STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ବାଘ (ଶିଶୁଙ୍କ ପାଇଁ କବିତା)

ବାଘ (ଶିଶୁଙ୍କ ପାଇଁ କବିତା)

1 min
121


ବାଘ ମାମୁଁ ରଜା

ଆମେ ସବୁ ତା ପରଜା

ପାଇକ ସାଜିବା

ହୁକୁମ ମାନିଵା

ଖଜା ବାଣ୍ଟି ଖାଇବା

ହେ କୁନା ମୁନା ଶୁଣ

ସେ ଆମ ଜାତୀୟ ପଶୁ

ତାରି ସମ୍ମାନ କରିବା

ଲୋଭି ବ୍ୟକ୍ତି 

  ନିଅନ୍ତି ତାରି ପ୍ରାଣ

କାଢି ଥାନ୍ତି ଦାନ୍ତ 

 ନଖ ମୁନ

ଆସ ପଭିଏଁ ତାଙ୍କୁ ଧରି ବା

ରକ୍ଷାକରି ବା ତାରି ଜୀବନ

ଆମେ ସମର୍ଥ ଏ ନିଷ୍ଠୁରଗଣ

ନିଅ ନାହିଁ ତାରି ପ୍ରାଣ

ଆମେ ସ୍ୱାଧୀନ ଦେଶର

 ଶିଶୁ ଗଣ

ଏ କଥା ସବୁରି

କାନେ କହିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational