STORYMIRROR

Ramesh Chandra Behera

Abstract

2  

Ramesh Chandra Behera

Abstract

ବାଦ୍ୟ ଯନ୍ତ୍ର

ବାଦ୍ୟ ଯନ୍ତ୍ର

1 min
131

ମନଛୁଆଁ ଗୀତ ବାଦ୍ୟ ଯଂତର

ବାଲ୍ୟକାଳ ଥିଲା ଭାରି ସୁନ୍ଦର

ଫିତା ସଜାଡ଼ିବା ସେ ଅନୁଭୂତି

ଆଉ ମିଳିବନି ରହିବ ସ୍ମୃତି

ମୋବାଇଲି ଅବା ଟେଲିଭିଜନ

ଛଡାଇ ନେଉଛି ପିଲାଙ୍କ ମନ

ଖେଳପାଖେ ନାହିଁ ଇଚ୍ଛା କାହାର

ସାଙ୍ଗସାଥୀ ମେଳ ନାହିଁ ଆଦର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract