Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh Chandra Behera

Inspirational

3  

Ramesh Chandra Behera

Inspirational

ଆତ୍ମନିର୍ଭର

ଆତ୍ମନିର୍ଭର

1 min
313


      


ଡର ନାହିଁ ମନେ ଦୃଢ଼ ସାହସ


ମଥାରେ ପଗଡ଼ି ମୁଖରେ ହସ ।


ଦେଶ ହିତ ପାଇଁ କରିବା ଚାଷ


ନ ହୋଇବା ଆମେ କେବେ ନିରାଶ।


ଜନ ଶୂନ୍ୟ ଅଟେ ଆଜି ସହର


କରୋନା କରିଛି ବେ ରୋଜଗାର ।


ଗାଆଁକୁ ଫେରିଛି ଗରିବ ପୁଅ


ଆଖିରେ ତାହାର ଭରିଛି ଲୁହ ।


ବାପା ଭାଇ ସହ କରିବା ଚାଷ


ଶସ୍ୟ ଭରା ହେବ ଆମରି ଦେଶ ।


ନିଜକୁ କରିବା ଆତ୍ମନିର୍ଭର


ଆଉ ନ ରହିବ ମନରେ ଡର ।


ଜୀବନକୁ ଦେବା ବାଜି ଲଗାଇ


ହସ ଭରି ଦେବା ସବୁରି ପାଇଁ ।


ହସିବ ଏ ଦେଶ ହସିବ ଗାଆଁ


କର୍ମ କରିବାକୁ ଡରିବା କିଆଁ ।



Rate this content
Log in

Similar oriya poem from Inspirational