STORYMIRROR

Debashis Pati

Romance

3  

Debashis Pati

Romance

ଅସୁମାରୀ ଆଶା

ଅସୁମାରୀ ଆଶା

1 min
235

ଲକ୍ଷେ ଶ୍ରାବଣର ମଧୁର ସ୍ପର୍ଶରେ

ଭିଜିଯାଏ ଅଫେରା ବସନ୍ତ ର କାହାଣୀ

ସ୍ମୃତି ଛୁପିଯାଏ କୃଷ୍ଣଚୂଡ଼ା ର ଉହାଡ଼ରେ

ଶୈଶଵ ର କାଗଜ ଡ଼ଙ୍ଗା ଭାସୁଥାଏ

ଏକୂଳ ରୁ ଆର କୂଳ

ବର୍ଷା କିନ୍ତୁ ଧୋଇନିଏ ଅକୁହା ବିରହ

ନା ଶୁଭୁଥାଏ ଶବ୍ଦ..ନା ପଥ ନତୁବା ବାସ୍ନା

ଜିଇଁ ରହିବାକୁ ହୁଏ ସାଥେ ନେଇ ତୃଷ୍ଣା l

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance