STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅସଲ ସୌନ୍ଦର୍ଯ୍ୟଠଠଠଠଠଠଠ

ଅସଲ ସୌନ୍ଦର୍ଯ୍ୟଠଠଠଠଠଠଠ

1 min
176


ଅସଲ ସୌନ୍ଦର୍ଯ୍ୟ ର

ପରିକଳ୍ପନା ତାରି

ସୁନ୍ଦର ଆତ୍ମା ର

   ନମୁନା

ଯାହା ନୈସର୍ଗିକ 

ଚିନ୍ତା ଧାରାର ବ୍ଯକ୍ତ

କରଇ ଭାବନା

ସଭିଙ୍କୁ ବାଣ୍ଟଇ ସେହ୍ନର

ପୁଲକ ଖେଳାଇ ଦିଏ

  ଉନ୍ମାଦନା

ମନରେ ନଥାଏ

ବାଛ ବିଚାର ଜାଗି

ଉଠେ ସୁନ୍ଦର ତୃପ୍ତି

ନଥାଏ ଅବସାଦ

ଗ୍ଳାନୀର ପ୍ରହେଳିକା

ସେଇଠାବେ ଜାଗି

ଉଠେ ଅସଲ ସୌନ୍ଦର୍ଯ୍ୟ

ଦୃଢିଭୂତ ହୁଏ ପଡଇ

ତାର ରୂପ ଗୁଣ ଜଣା

କହିହୁଏ ସୃଷ୍ଟି ର

ଏକ ସୌନ୍ଦର୍ଯ୍ୟ ମୟ

  ଅସଲ ନମୁନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational