STORYMIRROR

Asish Behera

Inspirational Others

3  

Asish Behera

Inspirational Others

କାଳିଆ

କାଳିଆ

1 min
161

ଅସହ୍ୟ ହେଲାଣି କଷ୍ଟରେ କାଳିଆ

ସହି ମୁଁ ପାରିବି ନାହିଁ

ମଣିଷ ଅଟେରେ ଠାକୁର ମୁଁ ନୁହେଁ

ସହି ମୁଁ ପାରିବି କାହିଁ ।


ନଈ ପରି ମୁଁ ତ ବହି ପାରିବିନି

ସେବା କରିକରି ନିତି

ତୁ କ'ଣ କେବଳ ବସିକି କାଳିଆ

ବୋଲାଇ ଜଗତ ପତି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational