STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ଅସହାୟ

ଅସହାୟ

1 min
406


ଅସହାୟ ଏକ ଦୁର୍ବଳ ମନୋଭାବ

ଭାବନାରେ ସ୍ବାର୍ଥ ଜଡ଼ିତ

ସ୍ବାର୍ଥ ର ସମାପ୍ତି,ଅସହାୟ ଭାବ ର ବିଲୁପ୍ତି।


ଅସହାୟ ଏକ ବାହାନା

ଯେଉଁ ପଥ ନିର୍ଣ୍ଣୟ ହୋଇଛି

ଜୀବନରେ ସେହି ନିର୍ଣ୍ଣୟ ହିଁ ଉପହାର।


ଅସହାୟ କିଛି ନୁହଁ

ଚାପିବାକୁ ବି କିଛି ଉପାୟ ନାହିଁ

ସମ୍ଭାବନା ର ଅସ୍ତିତ୍ବ ହିଁ ନିଜ ପାଖରେ

ଯାହା,ନିଜକୁ ବି ଜ୍ଞାତ ନୁହେଁ।


ଯଦି ସଫଳ,ମାନିବାକୁ ହେବ

କିଛି ବି ଅସମ୍ଭବ ନୁହେଁ

ଆଉ ଅସହାୟ ର ଅଶ୍ରୁ ନାହିଁ

ନିଜକୁ ହରାଇଦେବା ନୁହେଁ ।


ଜୀବନ ଏକ ଯୁଦ୍ଧ

ଜିତିବାକୁ ହେବ

ମନରେ ସାହସ ଆଉ ଉତ୍ସାହ

ଲକ୍ଷ୍ୟ ନିଶ୍ଚୟ ହାସଲ ହେବ।


Rate this content
Log in

Similar oriya poem from Abstract