Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Children

3  

Pranati Mahapatra

Children

ଅରୁନ୍ଧତୀ ରାୟ

ଅରୁନ୍ଧତୀ ରାୟ

1 min
156


ମେଘାଳୟ ସିଲଙ୍ଗରେ ଜନ୍ମ ତାଙ୍କ

ନାମ ଥିଲା ଅରୁନ୍ଧତୀ ରାୟଙ୍କର 

ଚବିଶ ନଭେମ୍ବର ଉଣେଇଶିଶହ

ଏକଷଠି ଜନ୍ମ ତାଙ୍କର 

ଲେଖିକା ଓ ସମାଜସେବୀ

ନର୍ମଦା ବଞ୍ଚିବ ଆନ୍ଦୋଳନ ପୁଣି

ଆନ୍ଦୋଳନ ଭାରତର ।


ବିଭିନ୍ନ ସ୍ଥାନରେ ଅସୁବିଧାର ସମାଧାନ

ପାଇଁ ଲଢୁଥିଲେ ସିଏ 

କାଶ୍ମୀର ପ୍ରସଙ୍ଗ ବିବାଦ ବୟାନ

ଚର୍ଚ୍ଚା ତାଙ୍କ ପାଇଁ ହୁଏ 

ଫିଲ୍ମ ପାଇଁ କାମ କରନ୍ତି

"ଦି ଗଡ୍ ଅଫ୍ ସ୍ମଲ ଥିଙ୍ଗ" ପାଇଁ

"ବୁକର" ସମାନ୍ନ ପାଇଲେ ସିଏ ।



ଜୀବନ ଆରମ୍ଭ ସମୟ କେରଳ

ପୁଣି ଦିଲ୍ଲୀରେ ପଢିଲେ 

ଅଭିନୟ ପାଇଁ ମନ ବଳାଇଣ

ପ୍ରମୁଖ ଭୂମିକା ନେଲେ 

ମୌସି ସାହେବ ଫିଲ୍ମରେ

ବହୁଫିଲ୍ମ ପାଇଁ ପଟ୍ଟ କଥା ମାନ

ଅରୁନ୍ଧତୀ ଲେଖୁଥିଲେ ।



ଆମେରିକା ସାମାଜ୍ୟବାଦ ନର୍ମଦା ବନ୍ଧ

ବିରୋଦ୍ଧରେ ଆନ୍ଦୋଳନ 

ଅହିଂସା ଆନ୍ଦୋଳନ ଓ ନାଗରିକ

ଅବଜ୍ଞାର ଆନ୍ଦୋଳନ 

ନାନା ସମସ୍ୟାର ସମାଧାନ

ସଦା ଚେଷ୍ଟିତ ଅରୁନ୍ଧତୀ ରାୟ

କରି ପୁଣି ଆନ୍ଦୋଳନ ।



Rate this content
Log in