STORYMIRROR

Manash ranjan Pattanayak

Abstract

2  

Manash ranjan Pattanayak

Abstract

ଅପରୂପା

ଅପରୂପା

1 min
102

ଗଢିଲା କିଏସେ ଏମିତି ସଂପର୍କ 

      ତୁମ ଆଉ ମୋ ଭିତର

ଦେଖ ବାର ମାସେ ଲାଗିରହେ ତର୍କ 

      ମିଳେଇ ଯାଏ ଶୂନ୍ୟରେ 


ତୁମେ ଅପରୂପା ସୁଗନ୍ଧ କବିତା 

       ଓଦା କର ହୃଦ ବନ

ମଖମଲ୍ଲୀ ଚମ୍ପା ହେ ମୋର ସଳିତା 

        ଭାଙ୍ଗ ନାହିଁ କେବେ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract