STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଅପପ୍ରୟୋଗ

ଅପପ୍ରୟୋଗ

1 min
13.2K


ନିୟମିତ ନିଦ୍ରା   ବାର୍ଦ୍ଧକ୍ୟ ରୋକଇ

ଡାକ୍ତରୀ ବିଜ୍ଞାନ କୁହେ

ହେଲେ ସେହି ନିଦ୍ରା  ଗାଡି ଚାଳକକୁ

ଅଧା ବାଟେ ମାରିଦିଏ


ଅପବ୍ୟବହାରେ    ଉପକାରୀ ଯିଏ

ଘାତକ ବି ହୋଇପାରେ

ଉଚିତ ପ୍ରୟୋଗ   ଚିର ଶତୃକୁ ବି

ମିତ୍ର ଠାରୁ ବଡ କରେ


କାଟିବା ନ ଶିଖି    କଟୁରୀର ଦୋଷ

ଦିଅନି ଭଗିନୀ ଭାଇ

ଯାହା କହୁଅଛ   ଯାହା ବି କରୁଛ

ଚିନ୍ତା କର ମନ ଦେଇ




ଚିତ୍ତ ରଞ୍ଜନ ଲେଙ୍କା (କଟକ)©888


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational