STORYMIRROR

Devipriya Das

Tragedy

3  

Devipriya Das

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
220

ଅଫୁଟା ଫୁଲ ମୁଁ 

 ଲାଗିିି   ପାରିଵିନି କେଉଁ

ଭଗବାନଙ୍କ ସେବାରେ।

 ଵିିିଧାତା  ମୋତେ ଅଧାଗଢ଼ା

କରି  ତୋଳିଲା।

   ଜାଣିନି କେଉଁ ଜନ୍ମରେ

କେଉଁ ପାାପ ମୁଁ କରିଥିଲି।

ଏ ଜନ୍ମରେ ମୋତେ ଅଫୁଟା  

ଫୁୁଲ କରି ଵିିିଧାତା ଏ  

ଧରା ଧାମରେ ଜନ୍ମ ଦେଇ

ବହୁତ୍ ଲାଞ୍ଛନା ଓ ଅପଵାଦ

 ଭୋଗିଵା ପାଇଁ ପଠାଇଲା।।

ନାଁ ମୁଁ ନାରୀ କି

ନୁହେଁ ମୁଁ ପୁରୁଷ

ଏ ସମାଜ ମୋତେ

ହିିଞ୍ଜିିିଡା ନାମ ଦେଇ

ବହୁତ୍ ଦିଏ ଯାତନା।

ଅଫୁଟା ଫୁଲ ପରି

ଅଟେ ମୋ ଜୀବନ 

ଏ ଧରା ଧାମରେ।


Rate this content
Log in

Similar oriya poem from Tragedy