STORYMIRROR

Liza Senapati

Abstract

3  

Liza Senapati

Abstract

ଅପେକ୍ଷା

ଅପେକ୍ଷା

1 min
75

କଦମ୍ଭ ମୂଳରେ ,

ଗୋପିକଂ ମେଳରେ,

ନିୟତି ହାତରେ ଲେଖା,

ରାଧାକୃଷ୍ଣ ପ୍ରେମ ରହିଗଲା ଅଧା,

ମୁଁ କିବା ଦିନରେ ଦେଖଇ ସପନ,

ପ୍ରେମକୁ ପାଇବାକୁ ପାଖେ ମୋର,

ସମୟ ଗଢୁଚି ଧର୍ଯ୍ୟର ଆୟୁଷ କମୁଚି,

ଅପେକ୍ଷାର ବେଳ ସରି ସରି ଆସୁଚି,

ସ୍ମୃତି ସବୁ ବରଫ ପାହାଡ ହେଇ

ହିମାଳୟ ଗିରି ହେଳାଣି ଭରି,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract