STORYMIRROR

Monalisa Maharana

Romance

4  

Monalisa Maharana

Romance

ଅପେକ୍ଷା

ଅପେକ୍ଷା

1 min
318

ସମ୍ଭୋଗର ଉଜ୍ଜଳ ବଜାର ଭିତରେ,

ପ୍ରତ୍ୟେକ ଦିନ ଜନ୍ମେ ଏକ ନୂଆ ଚିତ୍ର।

ଫାଲଗୁନ ଋତୁର ମଧୁର ସ୍ପର୍ଶରେ,

ଜୀବନ ହସେ ରଙ୍ଗ ଚିତ୍ର ହୋଇ।

ସ୍ନେହର ଛାୟା, 

ରାଗର ସୁଗନ୍ଧ,

ଏକ ତୀବ୍ର ଦହନ,

ଏକ ଶିତଳ ବାତାସ।

ଫାଲଗୁନ ଏଠି ଏମିତି ଖେଳେ,

ହୃଦୟର କ୍ଷିତିଜେ ଅମର ପ୍ରଭା।

ତେଣୁ ଏଠି ଜୀବନ ଅବିରତ ଗାନ କରେ,

ସମ୍ଭୋଗ ରଙ୍ଗେ ରଞ୍ଜିତ ସେଇ ସନ୍ଧ୍ୟା।

ପ୍ରତ୍ୟେକ ଦିନ ଏଠି

ନୂଆ ଅରୁଣ,

ଏକ ନୂଆ ଫାଲଗୁନ,

ଏକ ନୂଆ ରାତ୍ରିର ଅପେକ୍ଷା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance