STORYMIRROR

Hrushikesh Satpathy

Tragedy

2  

Hrushikesh Satpathy

Tragedy

ଅନୁଚିନ୍ତା

ଅନୁଚିନ୍ତା

1 min
2.6K


କେମିତି କଟିବ 

ଏ ମୋର ଜୀବନ

ଏତେ ନିଷ୍ଠୁରତା,

ଏତେ ପ୍ରବଞ୍ଚନା,

ଏଡ଼େ ପ୍ରତାରଣା ଆଗେ !


ଚାରିଆଡ଼େ ଖାଲି

ମିଛ ଓ ଛଳନା

ସ୍ବାର୍ଥ ଓ ଲାଞ୍ଛନା

ହେଉନି ସମ୍ଭବ

ବଞ୍ଚିବାର ପାଇଁ

ମିଛର ମଣିଷ ସଙ୍ଗେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy