STORYMIRROR

Priyadarsini Das.

Romance

3  

Priyadarsini Das.

Romance

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
95


ଆଜି ଚାଲିଛି ଶିକ୍ଷା ଅନଲାଇନରେ ,

କିନ୍ତୁ ଆଜି ବି ମନେ ପଡେ ମୋର , 

ଆମ ସମୟର କଥା ...


ତୋର ମୋର ପାଠ ପଢାରେ 

ସେ ମାରପିଟ୍ ର କଥା ...


ସ୍କୁଲ ବେଳର ସେ ମଜାଳିଆ କିଛି କଥା .....


ତୋ ରଫ୍ ଖାତାରେ କେବେ ମୁଁ ଗାରେଇ ଦିଏ ,

ଆଉ କେବେ ଖାତାରେ ତୁ .....


ତୋ କପିରେ କେବେ ମୁଁ ଲେଖି ଦିଏ ..

ଆଉ ତୁ ହେଇଯାଉ ଠକ ,

ଖାଲି ଚାହିଁ ରହି ଥାଉ ମୋ ମୁହଁକୁ ..


ଆଜି ଆଉ ସେ ଦିନ ନାହିଁ , 

ସବୁ ହେଇଗଲା ଅତୀତ ।


ଆଜି ମନେ ପଡେ ସେ କଥା ...


ଯେବେ ପିଲେ ପଢନ୍ତି ଅନଲାଇନରେ ..।





Rate this content
Log in

Similar oriya poem from Romance