STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଅନ୍ଧ ଦେଶେ ଗଲିଦର୍ପଣ ବିକି

ଅନ୍ଧ ଦେଶେ ଗଲିଦର୍ପଣ ବିକି

1 min
32


    


ଅନ୍ଧ ଦେଶେ ଗଲି ଦର୍ପଣ ବିକି

କନ୍ଧ ହାତେ ଦେଲି ଗୋଦାନ

          ଟେକି

ଏହି ରୁଢିଟି ଶତବାର

          ପରୀକ୍ଷିତ

ସତ୍ୟ  ଶତ ବାର ପ୍ରମାଣିତ

‌ଯେଉଁଠି ପ୍ରୟୋଗ

‌ମୂଲ୍ୟବୋଧ ପରିଚୟର

ଜ୍ଞାନଶୂନ୍ୟ ସେଠି ଭାଷା ଅବା

 ବସ୍ତୁର ସମ୍ମାନ ହୀନମଣ୍ୟ

ଜ୍ଞାନର ପାରାବାର ଵହୁ

      ଵିଚିତ୍ର

ଛୁଇଁ ନ ପାରିଲେ ତାରି କୂଳ

ସବୁକିଛି ହୋଇ ଯାଏ ସୀମିତ

ଜ୍ଞାନର ସତ୍ତା ବିଲୀନ

ହୋଇଉଠେ କ୍ରିୟା ହୀନ

ହଜି ଯାଏ ନିଜତ୍ତ୍ବ

ହୋଇ ରହେ ଅମୀମାଂସିତ

          ଅନିବାର୍ଯ୍ୟ

ମିଳେ ନା ସୌର୍ଯ୍ୟ

ହଜିଯାଏ ଧୈର୍ଯ୍ୟ



Rate this content
Log in

Similar oriya poem from Inspirational