STORYMIRROR

Akshaya Kumar

Romance Classics Fantasy

4  

Akshaya Kumar

Romance Classics Fantasy

ଅମାବାସ୍ୟା ର ପ୍ରିୟତମା

ଅମାବାସ୍ୟା ର ପ୍ରିୟତମା

1 min
236


 ସଂଦେହି ପ୍ରିୟତମା

 ଆକାଶର ରାଜଜେମା

 ଅମାବାସ୍ୟା ରାତିରେ ତୁ ନ ଦେଖାଉ ମୁଁହ ଜମା


 ପୂର୍ଣ୍ଣିମା ରେ ହସ ଖୁସି

ଅମାବାସ୍ୟା ରେ ରାଗି ଋଷିି

ମଲା ଜହ୍ନ ପରି କାଈ ପଡ଼ିଚୁ ଖସି ।


 ସରଳ ସୁନ୍ଦର ସଂସାର

କେବେ ଦିଶେ ହାହାକାର

କେବେ ମରୀଚିକା ତ

କେବେ ସେ ମରୁଭୂମି ର ବାଲି ଘର।


 ସ୍ବପ୍ନ ରେ ଆସୁଛୁ

ସ୍ବପ୍ନ ରେ ଯାଉଛୁ

କେବେ କହିଚୁ କି

ଭଲ ମତେ ପାଉଛୁ ।


 ସୁନ୍ଦର ତୋ ରୂପ

ସୁନ୍ଦର ତୋ ହୃଦୟ

କେବେ ନୁହେଁ ପାଷାଣ ସେ

କେବେ ନୁହେଁ ପଥର ।


Rate this content
Log in

Similar oriya poem from Romance